ରାଜୀବ ଗାନ୍ଧୀଙ୍କ ହତ୍ୟାକୁ ନେଇ ୩ ଦିନ କାନ୍ଦିଛି : ନଳିନୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗୁଥିବା ନଳିନୀ ମୁକ୍ତ ହେବା ପରେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ତାଙ୍କର ପ୍ରତିକ୍ରିୟା ରଖି କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ସେ ଅନେକ ଦିନ ପର୍ଯ୍ୟନ୍ତ କାନ୍ଦି ଥିଲେ। ସେ ନିଜେ କଂଗ୍ରେସ ଦଳର ହୋଇଥିବା ବେଳେ ରାଜୀବ ଗାନ୍ଧୀଙ୍କ ହତ୍ୟା ଆରୋପ ତାଙ୍କ … Continue reading ରାଜୀବ ଗାନ୍ଧୀଙ୍କ ହତ୍ୟାକୁ ନେଇ ୩ ଦିନ କାନ୍ଦିଛି : ନଳିନୀ